ପ୍ରଭାକର
ଦେଖଣା
ପ୍ରଭାକର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ପ୍ରଭା+କୃ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]ଅତ୍ୟନ୍ତ ଦୀପ୍ତିକର; ତେଜୋମୟ; ସମୁଜ୍ଜ୍ୱଳ —Dazzling; glaring; radiant; brilliant; shining; luminous.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ତେଜୋମୟ ବସ୍ତୁ; ଜ୍ୟୋତିଷ୍କ — ୧. A luminary.
- ୨. ସୂର୍ଯ୍ୟ —୨. The sun.
- ୩. ଚନ୍ଦ୍ର —୩. The moon.
- ୪. ଅଗ୍ନି —୪. Fire.
- ୫. ସାଗର; ସମୁଦ୍ର —୫. Ocean.
- ୬. ଅର୍କବୃକ୍ଷ — ୬. The swallow wart (plant); Calotropis Gigantea.
- ୭. ଅତ୍ରିବଂଶୀୟ ମୁନିବିଶେଷ —୭. Name of a sage.
- ୮. କୁଶଦ୍ୱୀପପସ୍ଥ ବର୍ଷ ବା ଦେଶବିଶେଷ — ୮. Name of a tract of country in the ancient geography of the Hindus.
- ୯. ମାର୍କଣ୍ଡେୟପୁରାଣ ଅନୁସାରେ ଅଷ୍ଟମ ମନ୍ୱରରେ ଏକ ଦେବତାଙ୍କ ନାମ (ହି ଶ) —୯. Name of a Deity worshipped during the ୮th Manwantara.
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. ଲୋକଙ୍କ ନାମ — ୧. A name given to males.
- ୨. ଏକ ପ୍ରସିଦ୍ଧ ମୀମାଂସକଙ୍କ ନାମ (ହିନ୍ଦୀ - ଶ) — ୨. Name ofan author ofa treatise on Mīmāṁsā