Jump to content

ପ୍ରଭାକର ବର୍ଦ୍ଧନ

ଉଇକିଅଭିଧାନ‌ରୁ

ପ୍ରଭାକର ବର୍ଦ୍ଧନ

ଉଚ୍ଚାରଣ

[ସମ୍ପାଦନା]

=== ଦେଶଜ - ବିଶେଷ୍ୟ - (ନାମ)

ସ୍ୱାଣ୍ୱୀଶ୍ୱର ବା ଥାନେଶ୍ୱରର ଜଣେ ପ୍ରାଚୀନ ରଜା —Name of a king of Thāneswara.

[ଦ୍ରଷ୍ଟବ୍ୟ —ଏ ବିକ୍ରମ ସଂବତ୍ ୬ ପୂର୍ବେ ରାଜତ୍ୱ କରୁଥିଲେ ଏହାଙ୍କ ପୁତ୍ର ମହାପ୍ରତାପୀ ହର୍ଷବର୍ଦ୍ଧନଙ୍କ ରାଜଧାନୀ କାନ୍ୟକୁବ୍ଜରେ ଥିଲା ସୂର୍ଯ୍ୟୋପାସକ ଥିଲେ (ହିନ୍ଦୀ - ଶ)]