Jump to content

ପ୍ରଭାତ

ଉଇକିଅଭିଧାନ‌ରୁ

ପ୍ରଭାତ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବି—(ପ୍ର+ଭା ଧାତୁ+କର୍ତ୍ତୃ. ତ)

[ସମ୍ପାଦନା]
୧. ପ୍ରାତଃକାଳ; ଉଷା; ପାହାନ୍ତା; ପାହାନ୍ତିଆ —Morning; dawn; day-break.
୨. ସୂର୍ଯ୍ୟଙ୍କ ଔରସରେ ପ୍ରଭାଙ୍କ ଗର୍ଭ ଜାତ ଦେବତା (ହିନ୍ଦୀ - ଶ) ୨. Name of a Deity said to be the son of the Sun-god through his wife Prabhā

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ପ୍ରଭାଯୁକ୍ତ —Dazzling; brilliant.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରଭା)

[ସମ୍ପାଦନା]

ପ୍ରଭା; ଦୀପ୍ତି —Lustre.

ସହି ବସିବାର ପାଶେ ଘୋଷୁଥିବ ହସୁ ଯେଉଁ ପ୍ରଭାତରେ ପ୍ରଭାତରେ ନେତ୍ର ପବିତ୍ର କରକି ଦେଖି କାହା ଆନନରେ—ଭଞ୍ଜ ପ୍ରେମସୁଧାନିଧି