Jump to content

ପ୍ରଭାତିତାରା

ଉଇକିଅଭିଧାନ‌ରୁ

ପ୍ରଭାତିତାରା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

=== (ସଂସ୍କୃତ - ପ୍ରଭାତ+ତାରା)

କୁଆଁତରା; ସକାଳ ହେବା ପୂର୍ବେ ପୂର୍ବ ଦିଗରେ ଦେଖାଯିବା ଉଜ୍ଜ୍ୱଳ ଶୁକ୍ରଗ୍ରହ ('ଶୁକ୍ର'ତଳେ ନୋଟ୍ ଦେଖ) —The morning star.

ଦେଖଇ ନିତି ଭଇଁ ଓ ଗିରିଶିରେ ପ୍ରଭାତୀ ତାରା ମୁଖ ଗୋଦାବରୀରେ ରାଧାନାଥ ତୁଳସୀସ୍ତବକ