ପ୍ରଭାତିବା
ପ୍ରଭାତ ହେବା; ସକାଳ ହେବା; (ରାତି) ପାହିବା —To dawn.
ପ୍ରଭାତିଲା ବିଭାବରୀ ହସିଲେ ଉଜ୍ଜ୍ୱଳେ ପଙ୍କଜ ବରନୀ ଉଷା ଉଦୟ ଅଚଳେ—ରାଧାନାଥ ବେଣୀସଂହାର