Jump to content

ପ୍ରଭାତୀ

ଉଇକିଅଭିଧାନ‌ରୁ

ପ୍ରଭାତୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷଣ - . (ସଂସ୍କୃତ - ପ୍ରଭାତୀୟ)

[ସମ୍ପାଦନା]
୧. ପ୍ରଭାତ କାଳୀନ — ୧. Relating to dawn.
୨. ପ୍ରାତଃକାଳରେ ଗେୟ — ୨. Proper to be sung in the morning.
୩. ପ୍ରାତଃକାଳର ଉପଯୁକ୍ତ — ୩. Fit for the morning.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପ୍ରଭାତ ଅବକାଶ; ପ୍ରାତଃକାଳରେ ଗେୟସ୍ତବ — ୧. A hymn sung at dawn.
୨. ଦନ୍ତ ଧାବନ; ଦାନ୍ତଘଷା (ହିନ୍ଦୀ - ଶ) ୨. Brushing of the teeth (at dawn).