ପ୍ରଭାତ ଅବକାଶ
ଦେଖଣା
ପ୍ରଭାତ ଅବକାଶ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ମ. ପ. ଲୋ. କର୍ମଧା; ପ୍ରଭାତ+ଅବକାଶ)
[ସମ୍ପାଦନା]- ୧. ପାହାନ୍ତାରୁ ଉଠି ବୋଲିବା ସ୍ତବ ବିଶେଷ; ପାହାନ୍ତି ଅବକାଶ— (ଅବକାଶ ୧୧: ଦେଖ) — ୧. Hymns recited at daybreak (See Abakāṡa).
- ୨. ପ୍ରତ୍ୟୁଷରେ ପାଇବା ଅବସର; ଦିବସରେ କର୍ମମୟ ଜୀବନ ଆରମ୍ଭ ପୂର୍ବରୁ ପ୍ରଭାତରେ ମନୁଷ୍ୟ ସ୍ଥିରଚିତ୍ତରେ ଯେଉଁ ଅବସର ଭୋଗକରେ —୨. Early morning when a man's mind is at ease.