ପ୍ରଭାତ ବସନ
ଦେଖଣା
ପ୍ରଭାତ ବସନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ରାତିପିନ୍ଧା; ଯେଉଁ ଲୁଗା ରାତିରେ ପିନ୍ଧା ହୋଇଥାଏ ମାତ୍ର ସକାଳେ ଯାହାକୁ ପାଲଟିବାକୁ ହୁଏ —Cloth for night wear; cloth which is worn at night but changed at day- break.
ପ୍ରାଣ ପ୍ରାୟେ କରି ଘେନି ଥାଇଟି ଯାହାକୁ ଛାଡ଼ିନିକି ପ୍ରଭାତ ବସନ ପ୍ରାୟେ ତାକୁ—ଭଞ୍ଜ ପ୍ରେମସୁଧାନିଧି