Jump to content

ପ୍ରଭାବତୀ

ଉଇକିଅଭିଧାନ‌ରୁ

ପ୍ରଭାବତୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ପ୍ରଭାବିତ୍+ଈ)

[ସମ୍ପାଦନା]

'ପ୍ରଭାବାନ୍' ଶବ୍ଦର ସ୍ତ୍ରୀଲିଙ୍ଗ —Feminine of Prabhābān.

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. (ନାମ) ସୂର୍ଯ୍ୟପତ୍ନୀ —୧. Name of a wife of the Sun-god (M.W.)
୨. (ନାମ) ଜୈନ ତାପସୀବିଶେଷ — ୨. Name of a female J&aline;i̱na saint.
୩. (ନାମ) ବଜ୍ରନାମକ ଅସୁରର କନ୍ୟା — ୩. Name of the daughter of a demon Bajra.
୪. (ନାମ) ଅସ୍ପରୋବିଶେଷ —୪. name of a heavenly nymph (M.W.).
୫. (ନାମ) ଅଙ୍ଗ ଦେଶର ରାଜା ଚିତ୍ରରଥଙ୍କର ସ୍ତ୍ରୀ — ୫. Name of the wife of a king of Aṅga (M.W.)
୬. (ନାମ) କୁମାରନୁଚର ମାତୃକାବିଶେଷ —୬. Nmae of a female attendant of Kārttikeya.
୭. (ନାମ) ପ୍ରଦ୍ୟୁମ୍ନଙ୍କ ସ୍ତ୍ରୀ; ରାଜା ବଜ୍ରନାଭଙ୍କ କନ୍ୟା — ୭. Name of the wife of Pradyumna. (M.W.)
୮. (ନାମ) ମହାଦେବଙ୍କର ଅନୁଚର ଗଣଦେବତାଙ୍କ ବୀଣା — ୮. The lute of the attendents of Ṡiba.
୯. (ନାମ) ମହାଭାରତୋକ୍ତ ତାପସୀବିଶେଷ —୯. Name of a female sage (M.W.)
୧. ତ୍ରୟୋଦଶାକ୍ଷର ଛନ୍ଦୋବିଶେଷ; ରୁଚିବା — ୧୦. name of a Sanscrit metre of ୧୩ syllables.
୧୧. ପ୍ରଭାତୀ ରାଗ ବା ଗୀତ (ହିନ୍ଦୀ - ଶ) — ୧୧. A musical tune or song suitable for the moring.

ଦେଶଜ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

ସ୍ତ୍ରୀଲୋକଙ୍କ ନାମ — A name given to females.