Jump to content

ପ୍ରଭାବନ୍ତ

ଉଇକିଅଭିଧାନ‌ରୁ

ପ୍ରଭାବନ୍ତ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ପ୍ରଭାବାନ୍)

[ସମ୍ପାଦନା]

ପ୍ରଭାବାନ୍ (ଦେଖ) - Prabhābān (See)

ଚନ୍ଦ୍ର ସେ ତୀର୍ଥେ ମ୍ଳାନ କରି ପ୍ରଭାବନ୍ତ ହେବାରୁଟି ପ୍ରଭାସ ନାମ ତାଙ୍କ ଖ୍ୟାତ କୃଷ୍ଣସିଂହ. ମହାଭାରତ. ଶଲ୍ୟ