Jump to content

ପ୍ରଭାବାନ୍

ଉଇକିଅଭିଧାନ‌ରୁ

ପ୍ରଭାବାନ୍

ଉଚ୍ଚାରଣ

[ସମ୍ପାଦନା]
(ପ୍ରଭାବତୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ପ୍ରଭା+ଅଛି ଅର୍ଥରେ ବତ୍; ୧ମା.୧ବ)

[ସମ୍ପାଦନା]
୧. ପ୍ରଭାଯୁକ୍ତ; ଦୀପ୍ତିଶାଳୀ; ତେଜୋମୟ — ୧. Luminous; lustrous; radiant; glorious; splendid.
୨. କ୍ଷମତାଶାଳୀ —୨. Powerul; mighty.