Jump to content

ପ୍ରଭାଷ

ଉଇକିଅଭିଧାନ‌ରୁ

ପ୍ରଭାଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ଭାଷ୍ ଧାତୁ=କହିବା+ଭାବ.ଅ)

[ସମ୍ପାଦନା]
୧. ପ୍ରକୃଷ୍ଟ କଥନ —୧. Excellent saying or speech.
୨. (କର୍ତ୍ତୃ. ଅ)—ଅଷ୍ଟାବସୁ ମଧ୍ୟରୁ ଏକତମ — ୨. One of the eight Basu-gods.