Jump to content

ପ୍ରଭାସ

ଉଇକିଅଭିଧାନ‌ରୁ

ପ୍ରଭାସ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ପ୍ର+ଭାସ୍ ଧାତୁ= ଦୀପ୍ତି ପାଇବା+କର୍ତ୍ତୃ. ଅ)

[ସମ୍ପାଦନା]

ପ୍ରଖର ଦୀପ୍ତିଶାଳୀ —Radiant; refulgent; very bright.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ନାମ) ପଶ୍ଚିମ ଭାରତର ତାର୍ଥବିଶେଷ; ସୋମତୀର୍ଥ — ୧. Name of a place of pilgrimage in W India.

[ଦ୍ରଷ୍ଟବ୍ୟ — ଚନ୍ଦ୍ର ଦକ୍ଷକନ୍ୟା ସପ୍ତବିଂଶତି ନଶ୍ରକ୍ଷତ୍ରଙ୍କର ପାଣିଗ୍ରହଣ କରିଥିଲେ; କିନ୍ତୁ ସେ ସମସ୍ତଙ୍କ ପ୍ରତି ସମବ୍ୟବହାର ନ କରି ରୋହିଣୀଙ୍କଠାରେ ଅତ୍ୟନ୍ତ ଆସକ୍ତ ହେବାରୁ ଅପର କନ୍ୟାମାନଙ୍କ ନିବେଦନ ଶୁଣି ଦକ୍ଷପ୍ରଜାପତି କ୍ରୋଧନ୍ୱିତ ହୋଇ ତାହାଙ୍କୁ ଅଭିଶାପ ଦେଇଥିଲେ ଚନ୍ଦ୍ର ଯକ୍ଷ୍ମା ରୋଗରେ ଆକ୍ରାନ୍ତ ଓ ପ୍ରଭାହୀନ ହୋଇ ଅହି ପୁଣ୍ୟ କ୍ଷେତ୍ରରେ ବହୁକାଳ ତପସ୍ୟା କରି ରୋଗମୁକ୍ତ ହେଲେ ଏବଂ ନିଜର ପୂର୍ବ ପ୍ରଭା ଲାଭ କଲେ ତେଣୁ ଏହି କ୍ଷେତ୍ରର ନାମ'ପ୍ରଭାସ' ହେଲା ଏହି ତୀର୍ଥରେ ଶ୍ରୀକୃଷ୍ଣ ଏକ ସହସ୍ର ବର୍ଷ ତପସ୍ୟା କରିଥିଲେ (ମଦନମୋହନ. ତୀର୍ଥଦର୍ଶନ)]


୨. (ନାମ) ଜୈନମାନଙ୍କର ଅଧିପତି ବିଶେଷ — ୨. Name of a J&aline;i̱na saint.
୩. (ନାମ) କୁମାରଙ୍କ ଅନୁଚର ବିଶେଷ — ୩. Name of an attendant of Kārttikeya.
୪. (ନାମ) ଅଷ୍ଟାବସୁ ମଧ୍ୟରୁ ଏକତମ — ୪. One of the ୮ Basu-gods.
୫. (ନାମ) ଅଷ୍ଟମ ମନ୍ୱନ୍ତରରେ ଏକ ଦେବଗଣ —୫. Name of a class of Deities of the ୮th cycle of the certsion.
୬. (+ ଭାବ. ଅ)—ଦୀପ୍ତି; ଜ୍ୟୋତିଃ (ହିନ୍ଦୀ - ଶ.) ୬. Radiance; lustre.