Jump to content

ପ୍ରଭିନ୍ନ

ଉଇକିଅଭିଧାନ‌ରୁ

ପ୍ରଭିନ୍ନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ପ୍ର+ଭିଦ୍ ଧାତୁ+କର୍ତ୍ତୃ. ତ)

[ସମ୍ପାଦନା]
୧. ପ୍ରସ୍ଫୁଟିତ — ୧. Full blown; expanded; opened
୨. ପ୍ରକାଶିତ —୨. Manifest.
୩. (+ କର୍ମ. ତ) ବିଶେଷ ଭେଦଯୁକ୍ତ; ବିଚ୍ଛିନ୍ନ — ୩. Severed; separated.
୪. ବିଦଳିତ —୪. Trampled; ground.
୫. ମଦସ୍ରାବୀ (ହସ୍ତୀ) —୫. (elephant) Having juica coming our of its temple.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ମତ୍ତହସ୍ତୀ —A must elephant; an elephant in rut.