ପ୍ରଭୁତ
ଦେଖଣା
ପ୍ରଭୁତ
ଉଚ୍ଚାରଣ
[ସମ୍ପାଦନା](ପ୍ରଭୁତି—ବି)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ପ୍ର+ଭୂ ଧାତୁ+କର୍ତ୍ତୃ. ତ)
[ସମ୍ପାଦନା]- ୧. ପ୍ରଚୁର; ଅତ୍ୟନ୍ତ; ଅଧିକ —୧. Plentiful; various; much; excessive; abundant; multifarious.
- ୨. ଅତ୍ୟନ୍ତ ପ୍ରୟୋଜନୀୟ — ୨. Very important.
- ୩. ଉଚ୍ଚ; ଉନ୍ନତ —୩. Lofty; high.
- ୪. ଉତ୍ପନ୍ନ —୪. Born; produced.
- ୫. ଶାସିତ —୫. Governed.
- ୬. ପରିପକ୍ୱ —୬. Matured.
- ୭. ଅସାମାନ୍ୟ — ୭. Extraordinary; uncommon.
- ୮. ଉଦ୍ଗତ (ହିନ୍ଦୀ - ଶ) —୮. Common.