ପ୍ରଭୁତ୍ୱ
ଦେଖଣା
ପ୍ରଭୁତ୍ୱ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବି—[ପ୍ରଭୁ+ଭାବ. ତା (ତ୍ୱ)]
[ସମ୍ପାଦନା]- ୧. ଆଧିପତ୍ୟ — ୧. Supremacy; mastery; ownership.
- ୨. କ୍ଷମତା; ଅଧିକାର —୨. Dominion; power.
- ୩. ପ୍ରାଧାନ୍ୟ; ମହତ୍ତ୍ୱ —Greatness.
- ୪. ରାଜତ୍ୟ; ରାଜ୍ୟଶାସନ — ୪. Sovereignty; kingship; government.
- ୫. ଶାସନାଧିକାର (ହିନ୍ଦୀ - ଶ) — ୫. Right of ruling.