ପ୍ରଭୁ ପାଦ
=== ସଂସ୍କୃତ - ବିଶେଷଣ -(ଗୁରୁ ବା ବିଶିଷ୍ଟ ମାନ୍ୟବ୍ୟକ୍ତିଙ୍କ ପ୍ରତି ପ୍ରଯୁଜ୍ୟ)
ସମ୍ମାନୀୟ; ସମ୍ମାନାସ୍ପଦ —Respectable.