ପ୍ରଭୃତି
ଦେଖଣା
ପ୍ରଭୃତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ଅ. (ପ୍ର+ଭୃ ଧାତୁ= ପୋଷଣ କରିବା+ଭାବ. ତି; ଅନ୍ୟ ଶବ୍ଦ ସଙ୍ଗେ ପ୍ରଯୁଜ୍ୟ)
[ସମ୍ପାଦନା]
- ୧. ଆଦି; ଇତ୍ୟାଦି; ଆଦିକର; ଏବଂ ଅନ୍ୟମାନେ; ଓଗର — ୧. Etcetera (etc); and others.
- ୨. ଅବଧି; ରୁ; ଠାରୁ; — ୨. From; after; forth; forward.
(ଯଥା—ଆଦ୍ୟ ପ୍ରଭୃତି ମୁଁ ଆପଣଙ୍କର ଦାସ ହେଲି)
- ୩. ରକମ —୩. kind.
[ଦ୍ରଷ୍ଟବ୍ୟ —ପ୍ରଭୃତି ଶବ୍ଦ ସଂସ୍କୃତରେ ଅନ୍ୟ ଶବ୍ଦ ପରେ ବିଶେଷଣ ରୂପେ ବ୍ୟବହୃତ ହୁଏ; ଯଥା—ରାମ ପ୍ରଭୃତୟଃ ସର୍ବେ=ରାମ ଆଦି ସମସ୍ତେ]