Jump to content

ପ୍ରଭ୍ରଷ୍ଟ

ଉଇକିଅଭିଧାନ‌ରୁ

ପ୍ରଭ୍ରଷ୍ଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ଭିରଂସ ଧାତୁ+କର୍ମ. ତ)

[ସମ୍ପାଦନା]
୧. ଧ୍ୱଂସପ୍ରାପ୍ତ; ବିନଷ୍ଟ —୧. Ruined; destroyed
୨. (+ କର୍ତ୍ତୃ. ତ) ଚ୍ୟୁତ; ପତିତ —୨. Fallen.
୩. ଭଗ୍ନ —୩. Broken.