Jump to content

ପ୍ରମତ୍ତ

ଉଇକିଅଭିଧାନ‌ରୁ

ପ୍ରମତ୍ତ

ଉଚ୍ଚାରଣ

[ସମ୍ପାଦନା]
(ପ୍ରମତ୍ତା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ପ୍ର+ମତ୍ତ)

[ସମ୍ପାଦନା]
୧. ପ୍ରମାଦଯୁକ୍ତ; ଅସାବଧାନ; ଗର୍ ହୁସିଆର୍ —୧. Negligent; careless.

[ପ୍ରମତ୍ତତା(ତ୍ୱ)—ବିଶେଷ୍ୟ]

୨. ଉନ୍ନତ୍ତ; ମତୁଆଳ; ପାଗଳ; ମସ୍ତ୍ — ୨. Maddened; turned insane.
୩. ଅତି ଆସକ୍ତ —୩. Addicted to.
୪. ନିଶାରେ ଚୂର୍; ମତୁଆଲା — ୪. Intoxicated; inebriated.