Jump to content

ପ୍ରମଥାଳୟ

ଉଇକିଅଭିଧାନ‌ରୁ

ପ୍ରମଥାଳୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପ୍ରମଥ+ଆଳୟ)

[ସମ୍ପାଦନା]
୧. ଦୁଃଖ ବା ଯନ୍ତ୍ରଣା ଦିଆଯିବାର ସ୍ଥାନ — ୧. A place of torture.
୨. ନରକ (ହିନ୍ଦୀ - ଶ.) —୨. Hell.