Jump to content

ପ୍ରମଦ

ଉଇକିଅଭିଧାନ‌ରୁ

ପ୍ରମଦ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. [ପ୍ର+ମଦ୍ ଧାତୁ=ହୃଷ୍ଟ ହେବା, ମତ୍ତ ହେବା+ ଅ] ===
୧. (+ କରଣ. ଅ) ଧାତୁରା ଫୁଲ — ୧. The Dhāturā flower.
୨. (+ କର୍ତ୍ତୃ. ଅ) ଦୈତ୍ୟବିଶେଷ — ୨. Name of a demon.
୩. (+ ଭାବ. ଅ) ଆନନ୍ଦ; ହର୍ଷ — ୩. Delight; rapture; joy.
୪. ମତ୍ତତା —୪. Madness; intoxication,.
୫. (ନାମ) ବଶିଷ୍ଟଙ୍କର ଏକ ପୁତ୍ର (ହିନ୍ଦୀ - ଶବ୍ଦସାଗର) — ୨. Name of a son of Baṡishṭha
(ପ୍ରମଦା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (+ କର୍ତ୍ତୃ. ଅ)

[ସମ୍ପାଦନା]
୧. ମତ୍ତ; ଉନ୍ନତ୍ତ —୧. Maddened.
୨. ନିଶାରେ ଭୋଳ; ମତୁଆଳ —୨. Intoxicated.
୩. ଆନନ୍ଦରେ ମତ୍ତ —୩. Maddened with joy.