ପ୍ରମଦା
ଦେଖଣା
ପ୍ରମଦା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ବହୁବ୍ରୀହି; ପ୍ର= ଉତ୍କୃଷ୍ଟ+ମଦ=ରୂପ, ଯୌବନ, ସୌଭାଗ୍ୟାଦି ଜନିତ ଗର୍ବ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ମନୋହାରିଣୀ ସ୍ତ୍ରୀ; ସୁନ୍ଦରୀ ନାରୀ — ୧. A graceful or charming lady.
- ୨. ଯୁବତୀ ସ୍ତ୍ରୀ —୨. A youthful woman.
- ୩. ଯୌବନୋତ୍ଫୁଲ୍ଲା ସ୍ତ୍ରୀ —୩. A buxom lady.
- ୪. ଚତୁର୍ଦ୍ଦାଶାକ୍ଷର ଛନ୍ଦୋବିଶେଷ — ୪. A metre of ୧୪ syllables.
- ୫. ପ୍ରିୟଙ୍ଗୁ (ହିନ୍ଦୀ - ଶ) (ଦେଖ) - ୫. Priyaṇgu (See)