Jump to content

ପ୍ରମନ୍ୟୁ

ଉଇକିଅଭିଧାନ‌ରୁ

ପ୍ରମନ୍ୟୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପ୍ର+ମନ୍ୟୁ)

[ସମ୍ପାଦନା]

ଅତି କ୍ରୁଦ୍ଧ (ହିନ୍ଦୀ - ଶ) —Enraged.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଅତ୍ୟନ୍ତ କ୍ରୋଧ (ହିନ୍ଦୀ - ଶ) —Rage.