ପ୍ରମର୍ଦନ
ଦେଖଣା
ପ୍ରମର୍ଦନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ର+ମୃଦ ଧାତୁ+ଭାବ. ଅନ)
[ସମ୍ପାଦନା]- ୧. ଖୁବ ମଳିବା — ୧. Rubbing much.
- ୨. ଆଚ୍ଛା କରି ଚକଟିବା —୨. Thorough kneading.
- ୩. ଦଳନ; ବିନଷ୍ଟ କରିବା —୩. Crushing.
- ୪. (+ କର୍ତ୍ତୃ. ଅନ; ଏ ରାକ୍ଷସଙ୍କୁ ଓ ଦୁଷ୍ଟଙ୍କୁ ମର୍ଦ୍ଦନ କରିବାରୁ) ବିଷ୍ଣୁ —୪. Bishṇu.
ସଂସ୍କୃତ - ବିଶେଷଣ - ପୁଂ.
[ସମ୍ପାଦନା]- ୧. ଦଳନକାରୀ —୧. Crushing.
- ୨. ଚକଟୁଥିବା —୨. Kneading.