Jump to content

ପ୍ରମା

ଉଇକିଅଭିଧାନ‌ରୁ

ପ୍ରମା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ମା ଧାତୁ+ଭାବ. ଅ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ନିଶ୍ଚୟବୋଧ ବା ଜ୍ଞାନ —୧. Coviction.
୨. (ନ୍ୟାୟ) ସତ୍ୟ ଜ୍ଞାନ —୨. (logic) Knowledge.
୩. ନିଆଁ; ମୂଳଦୁଆ (ହିନ୍ଦୀ - ଶ) —୩. Foundation.
୪. ମାପ (ହିନ୍ଦୀ - ଶ) —୪. Measurement.