Jump to content

ପ୍ରମାଣିକା

ଉଇକିଅଭିଧାନ‌ରୁ

ପ୍ରମାଣିକା

ଉଚ୍ଚାରଣ

[ସମ୍ପାଦନା]

(ପ୍ରମାଣୀ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ପ୍ରମାଣ+କ+ଆ)

[ସମ୍ପାଦନା]

ଅଷ୍ଟାକ୍ଷର ଚରଣଚତୁଷ୍ଟୟ— ଯୁକ୍ତ ଛନ୍ଦୋବିଶେଷ — A metre of ୮ syllables.

[ଦ୍ରଷ୍ଟବ୍ୟ —ଏଥିର ପ୍ରତି ଚରଣରେ ଏକ ଜଗଣ, ଏକ ରଗଣ, ଏକ ଲଘୁ ଓ ଏକ ଗୁରୁ ବର୍ଣ୍ଣ ଥାଏ; ଏ ବୃତ୍ତର ଅନ୍ୟନାମ ନଗସ୍ୱ— ରୂପିଣୀ; ଏଥିର ଉଦାହରଣ—ନମାମି ଭକ୍ତବତ୍ସଳଂ, କୃପାଳୁଶୀଳ— କୋମଳଂ, ଭଜାମି ତେ ପଦାମ୍ୱୁଜଂ, ଅକାମିନାଂ ସ୍ୱାଧମଦଂ—ହିନ୍ଦୀ - ଶ.]