Jump to content

ପ୍ରମାଣୁ

ଉଇକିଅଭିଧାନ‌ରୁ

ପ୍ରମାଣୁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ଅ. (ସଂସ୍କୃତ - ପରିମାଣ)

[ସମ୍ପାଦନା]

ପରି; ସଦୃଶ; ସମାନ — Like; as

କୋମଳ ନବନୀତ ପ୍ରମାଣ ଦନ୍ତ ତଣ୍ଡୁଳ ଯେ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ