Jump to content

ପ୍ରମାଣେ

ଉଇକିଅଭିଧାନ‌ରୁ

ପ୍ରମାଣେ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ. (ସଂସ୍କୃତ - ପରିମାଣ)

[ସମ୍ପାଦନା]
୧. ଅନୁସାରେ; ମୁତାବକ — ୧. According to; on compliance with.

ତୁମ୍ଭ ଉପଦେଶ ପ୍ରମାଣେ ପ୍ରତକ୍ଷେ ଦେଖିଲ ଭୋଚନେ ଭୂପତି. ପ୍ରେମପଞ୍ଚାମୃତ

୨. ସଦୃଶ; ତୁଲ୍ୟ —୨. Like; us.

ହସ୍ତୀ ପ୍ରମାଣେ ଫଳ ତାର, ରସ ଯେ ଗଳଇ ଅପାର ଜଗନ୍ନାଥ, ଭାଗବତ

୩. (କଚିରିଆ) ସହକାରେ; (ଶପଥ) ପୂର୍ବକ; ଗ୍ରହଣପୂର୍ବକ — ୨. On (oath); on taking.

(ଯଥା—ମୁଁ ହଲପ ପ୍ରମାଣେ ଏ କଥା କହୁଛି)

୪. ମାପ ମୁତାବକ; ଅମୁକର ସଙ୍ଗେ ମେଳ ଖାଇବା ଭଳି — ୪. According tot he measure of; to fit in with.

(ଯଥା—ଏ ଜୋତା ମୋର ଗୋଡ଼ପ୍ରମାଣେ ତିଆରି ହେଇଛି)