Jump to content

ପ୍ରମାଣ ପାତ୍ର

ଉଇକିଅଭିଧାନ‌ରୁ

ପ୍ରମାଣ ପାତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ନିର୍ଦଶନପତ୍ର — ୧. A letter of authority.
୨. ରସିଦ୍; ପ୍ରାପ୍ତିସ୍ୱୀକାର ପତ୍ର — ୨. Voucher; receipt.


୩. ଲିଖିତ ପ୍ରମାଣ —୩. Written testimony; documentary proof.
୪. ସାର୍ଟିଫିକଟ୍ —୪. A certificate.