Jump to content

ପ୍ରମାଣ ପୁରୁଷ

ଉଇକିଅଭିଧାନ‌ରୁ

ପ୍ରମାଣ ପୁରୁଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; କର୍ମଧା; ପ୍ରମାଣ+ପୁରୁଷ)

[ସମ୍ପାଦନା]
୧. ବିଚାରକର୍ତ୍ତା —୧. Judge.
୨. ମଧ୍ୟସ୍ଥ; ପଞ୍ଚାଏତ୍; ସାଲସ; ଯେଉଁ ବ୍ୟକ୍ତିଙ୍କ ମୀମାଂସାକୁ ଉଭୟ ପକ୍ଷ ରାଜି ହୁଅନ୍ତି —୨. An umpire; an arbitrator.