ପ୍ରମାଣ ସହି
ଦେଖଣା
ପ୍ରମାଣ ସହି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପ୍ରମାଣ ସହି
|
ଦେଶଜ - ବିଶେଷଣ - (ସଂସ୍କୃତ - ପରିମାଣାନୁସରୀ)
[ସମ୍ପାଦନା]- ୧. ପୂର୍ଣ୍ଣ ପରିମାଣାନୁଯାୟୀ — ୧. Of full measure.
- ୨. ପରିମାଣାନୁଯାୟୀ — ୨. Up to the mark.
- ୩. ପୂର୍ଣ୍ଣବୟସ୍କ ବା ପୂର୍ଣ୍ଣାକୃତି ବ୍ୟକ୍ତିର କଣ୍ଠରେ ନିର୍ମିତ — ୩. Constructed to suit an adult of full size.