ପ୍ରମାତା
ଦେଖଣା
ପ୍ରମାତା
ଉଚ୍ଚାରଣ
[ସମ୍ପାଦନା](ପ୍ରମାତ୍ରୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ପ୍ର+ମା ଧାତୁ+କର୍ତ୍ତୃ. ତୃ; ୧ମା. ୧ବ,)
[ସମ୍ପାଦନା]- ୧. ବିଚାର ବା ସ୍ଥିର କରିବାକୁ ସମର୍ଥ — ୧. Competent to judge or ascertain. (Apte).
- ୨. ପ୍ରମାଣକାରକ —୨. Proving; demonstrating.
- ୩. ଯେ ପ୍ରମାଣ ବା ସତ୍ୟଜ୍ଞାନ ଲାଭ କରିଅଛି (ହିନ୍ଦୀ - ଶ) — ୩. One who has acquired true or corect knowledge or right notion.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ପ୍ରତ୍ୟକ୍ଷ ପ୍ରମାଣ —୧. Direct evidence
- ୨. ପ୍ରକୃତ ସାକ୍ଷୀ —୨. A true witness.
- ୩. ପ୍ରତିଫଳିତ ମନୋବୃତ୍ତି —୩. Reflected emotion.
- ୪. ନବୀର୍ —୪. Authority (Apte).