ପ୍ରମାଥ
ଦେଖଣା
ପ୍ରମାଥ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ର+ମଥ୍ ଧାତୁ=ମନ୍ଥନ କରିବା+ଭାବ. ଅ
[ସମ୍ପାଦନା]- ୧. ମଥନ; ବିଲୋଡ଼ନ — ୧. Agitating; churning.
- ୨. ହତ୍ୟା —୭. Slaughter.
- ୩. ମର୍ଦନ —୩. Pressing; squeezing.
- ୪. ନିର୍ଯ୍ୟାତନ; ନିପୀଡ଼ନ —୪. Oppression.
- ୫. ଯନ୍ତ୍ରଣା ଦେବା —୫. Tormenting.
- ୬. (+କର୍ତ୍ତୃ. ଅ)—ପ୍ରମଥଗଣ; ଶିବାନୁଚରବିଶେଷ — ୬. A class of attendants of Ṡiba.
- ୭. (ନାମ) ଧୃତରାଷ୍ଟ୍ରଙ୍କ ପୁତ୍ରବିଶେଷ — ୭. Name of a son of Dhṛutarāshṭra.
- ୮. (ନାମ) କୁମାରାନୁଚରବିଶେଷ — ୮. A companion of Kārttikeya.
- ୯. (+ଭାବ. ଅ) ବଳପୂର୍ବବକ ହରଣ — ୯. Snatching away.
- ୧. ସ୍ତ୍ରୀକୁ ବଳାତ୍କାରରେ ସଂଭୋଗ (ହିନ୍ଦୀ - ଶବ୍ଦସାଗର) — ୧୦. Rape.
- ୧୧. (ମଲ୍ଲଯୁଦ୍ଧ) ପ୍ରତିଦ୍ୱନ୍ଦୀକୁ ଭୂମିରେ ଚିତ୍ ପକାଇ ଦେଇ ତା ଉପରେ ବସିବା (ହିନ୍ଦୀ - ଶବ୍ଦସାଗର) — ୧୧. (wrestling) Felling the adversary on the ground and sitting over him.
- ୧୨. ବିନାଶକରଣ —୧୨. Destrution; ruining.