ପ୍ରମାଥୀ
ଦେଖଣା
ପ୍ରମାଥୀ
ଉଚ୍ଚାରଣ
[ସମ୍ପାଦନା](ପ୍ରମାଥିନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ପ୍ର+ମଥ୍ ଧାତୁ+କର୍ତ୍ତୃ. ଇନ୍; ୧ମା ୧ବ.)
[ସମ୍ପାଦନା]- ୧. ଉତ୍ପୀଡ଼ନ —୧. Oppressive.
- ୨. କ୍ଳେଶଦାୟକ — ୨. Afflicting; distressing.
- ୩. ବିନାଶକ —୩. Destroying; ruining; killing.
- ୪. କ୍ଷୋଭଦାୟକ —୪. Tormenting.
- ୫. ଆଲୋଡ଼ନକାରୀ —୫. Agitating; churning.
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ନାମ)
[ସମ୍ପାଦନା]- ୧. ରାମଚନ୍ଦ୍ରଙ୍କ ବାନର ସେନାର ଏକ ଯୂଥପତି (ହିନ୍ଦୀ - ଶ.) —୧. Name army of Rāma.
- ୨. ଖରର ସହଚର ରାକ୍ଷାଶବିଶେଷ (ହିନ୍ଦୀ - ଶ.) — ୨. Name of a demon.
- ୩. ଧୃତରାଷ୍ଟ୍ରଙ୍କର ଏକ ପୁତ୍ର (ହିନ୍ଦୀ - ଶ.) — ୩. Name of a son Dhṛutarāshṭra.
- ୪. ମୁଖ, ଆଖି, କାନ ଆଦିରେ ସଞ୍ଚିତ କଫର ନିବାରକ ଔଷଧ (ହିନ୍ଦୀ - ଶ.) —୪. A medicine which clears the desposit of phlegm in the mouth, eye, ear etc; an expectorant.