Jump to content

ପ୍ରମାଦିକା

ଉଇକିଅଭିଧାନ‌ରୁ

ପ୍ରମାଦିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ପ୍ର+ମଦ୍ ଧାତୁ=ଅସାବଧାନ ହେବା+ କର୍ତ୍ତୃ. ଅକ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ପ୍ରଗଳ୍ଭା କନ୍ୟା; ଅଣ୍ଡିରାଚଣ୍ଡୀ —୧. An impudent girl.
୨. ଦୂଷିତା କନ୍ୟା; ଯେଉଁ କୁମାରୀର ପୁରୁଷସଂଭୋଗ ଘଟିଅଛି — ୨. A deffowered girl; a ravished maiden.
୩. ଅସାବଧାନା ସ୍ତ୍ରୀ — ୩. A carelless woman (Apte).