Jump to content

ପ୍ରମାଦୀ

ଉଇକିଅଭିଧାନ‌ରୁ

ପ୍ରମାଦୀ

ଉଚ୍ଚାରଣ

[ସମ୍ପାଦନା]

(ପ୍ରମାଦବାନ୍—ଅନ୍ୟରୂପ)

(ପ୍ରମାଦିନୀ; ପ୍ରମାଦବତୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ପ୍ରମାଦ+ଯୁକ୍ତାର୍ଥରେ ଇନ୍; ୧ : ମା. ୧ବ.)

[ସମ୍ପାଦନା]
୧. ପ୍ରମାଦଯୁକ୍ତ; ଅସାବଧାନ; ଅମନୋଯୋଗୀ — ୧. Careless; negligent; inattentive.
୨. ପ୍ରମତ୍ତ; ନିଶାରେ ଚୂର; ମତୁଆଳ — ୨. Maddened; intoxicated.
୩. ବାତୁଳ —୩. Insane; mad.