Jump to content

ପ୍ରମାଦ ବଧ

ଉଇକିଅଭିଧାନ‌ରୁ

ପ୍ରମାଦ ବଧ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ମ. ପ. ଲୋ. କର୍ମଧା; ପ୍ରମାଦ+ବଧ; ଆଧୁନିକ ପ୍ରୟୋଗ)

[ସମ୍ପାଦନା]

ଅନିଚ୍ଛାସତ୍ୱେ କୃତ ବା ଅସାବ— ଧାନତାଜନିତ ନରହତ୍ୟା —Killing a person through carelessness or error; culpable homicide not amounting to murder.