Jump to content

ପ୍ରମାପକ

ଉଇକିଅଭିଧାନ‌ରୁ

ପ୍ରମାପକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପ୍ର+ମା ଧାତୁ ଣିଚ୍+କର୍ତ୍ତୃ. ଅକ)

[ସମ୍ପାଦନା]

ଯାହା ପ୍ରମାଣ ଉପସ୍ଥାପିତ କରେ — Furnishing authority or proof (Apte).

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ନଜୀର୍ —Authority (Apte)