ପ୍ରମିତ
ଦେଖଣା
ପ୍ରମିତ
ଉଚ୍ଚାରଣ
[ସମ୍ପାଦନା](ପ୍ରମିତି—ବି)
ସଂସ୍କୃତ - ବିଶେଷଣ -(ପ୍ର+ମା ଧାତୁ+କର୍ମ ତ)
[ସମ୍ପାଦନା]- ୧. ପରିମିତ — ୧. Measured.
- ୨. ପରିମାଣଦ୍ୱାରା ଜ୍ଞାତ — ୨. Known by measurement.
- ୩. ପ୍ରମାଣିତ —୩. Proved.
- ୪. ପୂର୍ବରୁ ନିର୍ଦ୍ଧାରିତ — ୪. Preordamed; predetermined.
- ୫. ପ୍ରାମାଣିକ —୫. Authoritaive.
- ୬. ଜ୍ଞାତ —୬. Known; understood.
- ୭. ଅଳ୍ପ; ସାମାନ୍ୟ (ହିନ୍ଦୀ - ଶ.) — ୭. Little; small.
- ୮. ଅବଧାରିତ; ନିଶ୍ଚିତ —୮. Ascertained.
- ୯. (+କର୍ତ୍ତୃ ତ)—ଯେ ପ୍ରମା ଯଥାର୍ଥ ଜ୍ଞାନ ଲାଭ କରିଅଛି (ହିନ୍ଦୀ - ଶ) —One who has attained true or perfect knowledge.