ପ୍ରମୀତ
ଦେଖଣା
ପ୍ରମୀତ
ଉଚ୍ଚାରଣ
[ସମ୍ପାଦନା](ପ୍ରମୀତି—ବି)
ସଂସ୍କୃତ - ବିଶେଷଣ - (ପ୍ର+ମୀ ଧାତୁ=ବିନାଶ କରିବା; ବଧ କରିବା+ କର୍ମ. ତ)
[ସମ୍ପାଦନା]- ୧. ହତ —୧. Killed.
- ୨. ଯଜ୍ଞରେ ବଧ କରା ଯାଇଥିବା (ପଶୁ) — ୨. (a victim) killed at a vedic sacrifice.
- ୩. ମୃତ (ହିନ୍ଦୀ - ଶ.) —୩. Dead.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଯଜ୍ଞରେ ବଳି ଦିଆ ଯିବା ଜୀବ — ୧. An animal killed at a sacrifice.