Jump to content

ପ୍ରମୀଳା

ଉଇକିଅଭିଧାନ‌ରୁ

ପ୍ରମୀଳା

ଉଚ୍ଚାରଣ

[ସମ୍ପାଦନା]

(ପ୍ରମୀଳିତ, ପ୍ରମୀଳୀ—ବିଣ)

ସଂସ୍କୃତ - ବିଶେଷ୍ୟ -(ପ୍ର+ମୀଳ ଧାତୁ=ଚକ୍ଷୂ ମୂଦ୍ରିତ ହେବା+ଭାବ. ଅ +ସ୍ତ୍ରୀ. ଆ)

[ସମ୍ପାଦନା]
୧. ତନ୍ଦ୍ରା; ନିଦ୍ରାବେଶ — ୧. Dozing; nap sleepiness.
୨. ଚକ୍ଷୂର୍ନିମୀଳନ; ଆଖି ବୁଜିବା — ୨. Shutting or closing of the eyes.
୩. ଅବସାଦ; ଗ୍ଳାନି —୩. Lassitude; exhaustion.
୪. (ନାମ) ରାବଣର ପୁତ୍ରବଧୂ; ଇନ୍ଦ୍ରଜିତ ବା ମେଘନାଦର ସ୍ତ୍ରୀ — ୪. The wife of Rabaṇa's son Indrajita.
୫. (ନାମ) ଅର୍ଜୁନଙ୍କର ଏକ ସ୍ତ୍ରୀ — ୫. A wife of Arjuna.

[ଦ୍ରଷ୍ଟବ୍ୟ —ଯୁଧିଷ୍ଠିରଙ୍କ ଯଜ୍ଞାଶ୍ୱ ଏହାଙ୍କ ରାଜ୍ୟ ବାଟେ ଯିବା ବେଳ ଏ ତାକୁ ଧରି ରଖିବାକୁ ଅର୍ଜୁନଙ୍କୁ ସଙ୍ଗେ ଏହାଙ୍କର ଯୁଦ୍ଧ ହେଲା ଓ ଏ ପରାସ୍ତ ହୋଇ ଅର୍ଜୁନକୁ ବିବାହ କଲେ ଏହାଙ୍କ ରାଜ୍ୟରେ କେବଳ ସ୍ତ୍ରୀମାନେ ବାସ କରୁଥିଲେ—ଆପ୍ତେ]