Jump to content

ପ୍ରମୁକ୍ତ

ଉଇକିଅଭିଧାନ‌ରୁ

ପ୍ରମୁକ୍ତ

ଉଚ୍ଚାରଣ

[ସମ୍ପାଦନା]

(ପ୍ରମୁକ୍ତି ପ୍ରମୋଚନ—ବି)

ସଂସ୍କୃତ - ବିଶେଷଣ -(ପ୍ର+ମୁକ୍ତ)

[ସମ୍ପାଦନା]
୧. ମୁକୁଳା କରା ଯାଇଥିବା — ୧. Loosened; dishevelled.
୨. ବନ୍ଧନରୁ ମୁକ୍ତ — ୨. Liberated; set free.
୩. ପରିତ୍ୟକ୍ତ —୩. Abandoned; reounced.
୪. ନିକ୍ଷିପ୍ତ —୪. Cast; hurled.
୫. ନିର୍ବାସିତ —୫. Exiled.