Jump to content

ପ୍ରମୁଖାତ୍

ଉଇକିଅଭିଧାନ‌ରୁ

ପ୍ରମୁଖାତ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ଅ. (ପ୍ରମୁଖର୫ମୀ ବିଭକ୍ତି)

[ସମ୍ପାଦନା]
୧. ମୁଖରୁ (ଶୁଣାଯିବା ବିଷୟ) —(heard) From the mouth of.

(ଯଥା—ଦୂତ ପ୍ରମୁଖାତ୍ ଏ ସଂବାଦ ଅବଗତ ହୋଇ ରାଜା ଦୁଃଖିତ ହେଲେ)

୨. ମୌଖିକଭାବରେ —୨. Oraily.