Jump to content

ପ୍ରମୁଦିତ

ଉଇକିଅଭିଧାନ‌ରୁ

ପ୍ରମୁଦିତ

ଉଚ୍ଚାରଣ

[ସମ୍ପାଦନା]

(ପ୍ରମୋଦ—ବି)

ସଂସ୍କୃତ - ବିଶେଷଣ - (ପ୍ର+ମୁଦିତ)

[ସମ୍ପାଦନା]
୧. ପ୍ରଫୁଲ୍ଲ; ହୃଷ୍ଟ; ଆହ୍ଲାଦିତ; ହର୍ଷୋତ୍ଫୁଲ୍ଲ —୧. Elated; pleased; delighted; overjoyed.
୨. ସୁଖୀ —୨. Happy.
୩. ବିକଶିତ; ପ୍ରସ୍ଫୁଟିତ — ୩. Opened; full blown; blooming.