ପ୍ରମୁଦିତ ବଦନ
(ପ୍ରମୁଦିତାନନ—ଅନ୍ୟରୂପ)
ପ୍ରମୁଦିତବଦନା, ପ୍ରମୁଦିତାନନା'
ପ୍ରଫୁଲ୍ଲମୁଖବିଶିଷ୍ଟ (ବ୍ୟକ୍ତି) — Having a delighted countenance.
[ଦ୍ରଷ୍ଟବ୍ୟ —ଏହିପରି ମଧ୍ୟ ପ୍ରମୁଦିତହୃଦୟ, ପ୍ରମୁଦିତଚେତାଃ, ପ୍ରମୁଦିତମନାଃ ଶବ୍ଦମାନ ନିଷ୍ପନ୍ନ ହୁଏ]