Jump to content

ପ୍ରମୁଷିତ

ଉଇକିଅଭିଧାନ‌ରୁ

ପ୍ରମୁଷିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - (ପ୍ର+ମୁଷ୍ ଧାତୁ=ଚୋରି କରିବା+କର୍ମ. ତ)

[ସମ୍ପାଦନା]
୧. ଆପହୃତ —୨. Stolen; taken away (Apte).
୨. ଚେତନା ବିରହିତ —୨. Unconscious (Apte).
୩. ବ୍ୟଥିତ —୩. Distracted (Apte)