Jump to content

ପ୍ରମୃଷ୍ଟ

ଉଇକିଅଭିଧାନ‌ରୁ

ପ୍ରମୃଷ୍ଟ

ଉଚ୍ଚାରଣ

[ସମ୍ପାଦନା]

ପ୍ରମୁଷ୍ଟି, ପ୍ରମାର୍ଜନବି

ସଂସ୍କୃତ - ବିଶେଷଣ - (ପ୍ର+ମୃଜ୍ ଧାତୁ+କର୍ମ. ତ)

[ସମ୍ପାଦନା]
୧. ନିରସ୍ତ — ୧. Ceased.
୨. ମାର୍ଜିତ —୨. Cleansed; polished; scoured.
୩. ମର୍ଦ୍ଦିତ —୩. Rubbed; kneaded; bruised.