Jump to content

ପ୍ରମୋକ୍ଷ

ଉଇକିଅଭିଧାନ‌ରୁ

ପ୍ରମୋକ୍ଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ମୋକ୍ଷ)

[ସମ୍ପାଦନା]
୧. ମୁକ୍ତି —୧. Liberation.
୨. ମୋକ୍ଷ ଗତି —୨. Salvation.
୩. ତ୍ୟାଗ —୩. Abandonment.
୪. ନିକ୍ଷେପ —୪. Throwing.
୫. ତଳେ ପକାଇ ଦେବା — ୫. Dropping; letting fall.