Jump to content

ପ୍ରମୋଦନ

ଉଇକିଅଭିଧାନ‌ରୁ

ପ୍ରମୋଦନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ମୃଦ୍ ଧାତୁ ଣିଚ୍=ମୋଦି ଧାତୁ+ ଭାବ. ଅନ)

[ସମ୍ପାଦନା]
୧. ଆମୋଦ ପ୍ରଦାନ — ୧. Causing delight; gladdening.
୨. ବିଷ୍ଣୁଙ୍କର ଏକ ନାମ — ୨. A name of Bishṇu.
୩. (ପ୍ର+ମୁଦ ଧାତୁ+ଭାବ. ଅନ) ଆନନ୍ଦ; ହର୍ଷ — ୩. Deligt (Apte).

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ପ୍ରୀତି ଦାୟକ —Delightfull.